ବିଶ୍ବକୁ ଚେତାଇଲା ଋଷ : ତୃତୀୟ ବିଶ୍ବଯୁଦ୍ଧ ବିନାଶକାରୀ ହେବ ବୋଲି କହିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଗତ ୭ଦିନ ହେଲାଣି ଯୁଦ୍ଧ ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କେବେ କେଉଁ ମୋଡ଼ ନେବ, ତାହାର ଉତ୍ତର ଏବେ କାହା ପାଖରେ ନାହିଁ। ନିଜ ନିଜର ନାଗରିକଙ୍କୁ ଏବେ ଦେଶମାନେ ସ୍ଥାନାନ୍ତର କରୁଥିବା ବେଳେ ତୃତୀୟ ବିଶ୍ବଯୁଦ୍ଧ ନେଇ ଚେତାଇ ଦେଇଛି ଋଷ। ତୃତୀୟ ବିଶ୍ବଯୁଦ୍ଧ ପ୍ରଳୟ ଆଣିବ ଏବଂ ସେଥିରେ ଆଣିବିକ ଅସ୍ତ୍ରର … Continue reading ବିଶ୍ବକୁ ଚେତାଇଲା ଋଷ : ତୃତୀୟ ବିଶ୍ବଯୁଦ୍ଧ ବିନାଶକାରୀ ହେବ ବୋଲି କହିଲେ ବୈଦେଶିକ ମନ୍ତ୍ରୀ